~: ଧୂଳି;ଧୂଆଁ :~
ନିଶ୍ଚିହ୍ନ ହୋଇଯାଉଛନ୍ତି,
ଦୂରକୁ ଦୂରକୁ ଡେଣାପିଟ୍ଟି
ଉଡିଯାଉଥିବା ପକ୍ଷୀମାନେ
ନୀଳ ଆକାଶରେ ଡୁବ ଦେଇ।
କମ୍ପିଉଠୁଛି ବିଲୁପ୍ତ ଦିଗ୍-ବଳୟ ତଳେ
ପଡି ରହିଥିବା ଧୂସରୀ ଚାରଣ ଭୂଇଁଟି,
ଅପରିଚିତ ଯନ୍ତୁଙ୍କ ଖୁରାପାତେ।
ଭରିରହିଛି ଦାରୁଣତା
ଅସଂରକ୍ଷିତ ଜୀବଟିର ଭୋକିଲା ପେଟରେ;
ପାଟି ମେଲେଇ ଜିଭ ଦି' ଇନ୍-ଚ
ବାହାର କରି, ଧକେଇ ଶକେଇ,
ମୁଣ୍ଡଝୁଙ୍କାଇ ଗଡାଉଛି ଅତୃପ୍ତ ଲାଳ ସବୁ।
ଭୂଇଁ ପାଖର ଖାଲୁଆ ନଈ ସେପାରି
ନିପଟ କାଳିଆ ଅମୁଦା ଗମ୍ଭିରୀ;
ଖୋଲା-ମେଲା ଛାତ ତଳେ
ଶହ ଶହ ଶବ ଜଳେ;
ମଶାଲ୍ ଧରି କବର ଖୋଳେ।
ଅଶରୀରି ର ବିକୃତ ମୂଖା ପିନ୍ଧା
ଦଳିତ ମାନବ ଗୋଠେ;
ମହମ ଜାଳି ଖୋଜି ହେଉଛନ୍ତି
କାନ୍ଦି କାନ୍ଦି ଶିଆଳି ବନେ।
ହୁଃ ହୁଃ ଗରମ ହାୱାର ସନ୍-ଚାରଣେ
ଅନୁଦ୍ଦିପ୍ତ ବେ-ହିସାବି ଜୀବନ ପାଇଁ
ଲେଖନୀର ମରୁଦ୍ୟାନେ
ଶେଷଥର ପାଇଁ ଝଡ ଉଠେ;
ସରୁଆ ଧୂଳିର ଝଡ....।
ମିଶିଯାଏ ଲକ୍ଷ, ହଜାର ହଜାର ଦୂରେ;
ସବୁ ଭିଡକୁ ଏଡାଇ,
ଧୁଆଁ ଧୁଆଁ ଆକାଶର
କାଳିଆ ବାଦଲ୍ ଭିତରେ....।
~~*~~*~~*~~
This modern poem says about the luck and
future. How some things gets disapeared
day by day. And How we loose our hobbies to
just secure some high marks. we were fade up
by the situation like that animal.
We means Manoj, Santosh, Udit, Lakshmi & myself.
This moderm poem was written at my 17
on my +2 hostel living time.
How we guyz were pressurised there and gets
disapointed often.
Thank you!
Ashrulochan Sahoo
ନିଶ୍ଚିହ୍ନ ହୋଇଯାଉଛନ୍ତି,
ଦୂରକୁ ଦୂରକୁ ଡେଣାପିଟ୍ଟି
ଉଡିଯାଉଥିବା ପକ୍ଷୀମାନେ
ନୀଳ ଆକାଶରେ ଡୁବ ଦେଇ।
କମ୍ପିଉଠୁଛି ବିଲୁପ୍ତ ଦିଗ୍-ବଳୟ ତଳେ
ପଡି ରହିଥିବା ଧୂସରୀ ଚାରଣ ଭୂଇଁଟି,
ଅପରିଚିତ ଯନ୍ତୁଙ୍କ ଖୁରାପାତେ।
ଭରିରହିଛି ଦାରୁଣତା
ଅସଂରକ୍ଷିତ ଜୀବଟିର ଭୋକିଲା ପେଟରେ;
ପାଟି ମେଲେଇ ଜିଭ ଦି' ଇନ୍-ଚ
ବାହାର କରି, ଧକେଇ ଶକେଇ,
ମୁଣ୍ଡଝୁଙ୍କାଇ ଗଡାଉଛି ଅତୃପ୍ତ ଲାଳ ସବୁ।
ଭୂଇଁ ପାଖର ଖାଲୁଆ ନଈ ସେପାରି
ନିପଟ କାଳିଆ ଅମୁଦା ଗମ୍ଭିରୀ;
ଖୋଲା-ମେଲା ଛାତ ତଳେ
ଶହ ଶହ ଶବ ଜଳେ;
ମଶାଲ୍ ଧରି କବର ଖୋଳେ।
ଅଶରୀରି ର ବିକୃତ ମୂଖା ପିନ୍ଧା
ଦଳିତ ମାନବ ଗୋଠେ;
ମହମ ଜାଳି ଖୋଜି ହେଉଛନ୍ତି
କାନ୍ଦି କାନ୍ଦି ଶିଆଳି ବନେ।
ହୁଃ ହୁଃ ଗରମ ହାୱାର ସନ୍-ଚାରଣେ
ଅନୁଦ୍ଦିପ୍ତ ବେ-ହିସାବି ଜୀବନ ପାଇଁ
ଲେଖନୀର ମରୁଦ୍ୟାନେ
ଶେଷଥର ପାଇଁ ଝଡ ଉଠେ;
ସରୁଆ ଧୂଳିର ଝଡ....।
ମିଶିଯାଏ ଲକ୍ଷ, ହଜାର ହଜାର ଦୂରେ;
ସବୁ ଭିଡକୁ ଏଡାଇ,
ଧୁଆଁ ଧୁଆଁ ଆକାଶର
କାଳିଆ ବାଦଲ୍ ଭିତରେ....।
~~*~~*~~*~~
This modern poem says about the luck and
future. How some things gets disapeared
day by day. And How we loose our hobbies to
just secure some high marks. we were fade up
by the situation like that animal.
We means Manoj, Santosh, Udit, Lakshmi & myself.
This moderm poem was written at my 17
on my +2 hostel living time.
How we guyz were pressurised there and gets
disapointed often.
Thank you!
Ashrulochan Sahoo
Comments
Post a Comment